Rasuna Pampada

Rasuna Pampada
Handmade Garlic Papad - ରସୁଣ ପାମ୍ପଡ଼
Limited Stock is available Now. 3Nov23
Handmade Rasuna Papad.
Flavour: Normal Spicy, Crunchy, Garlic Taste
Ingredients: Chilly, Oil, Rassi, Garlic, Black gram powder, Ediable soda , sodium carbonate.
Usage: Cook with Oil , Serve for Lunch and Dinner with your food.
ଆମର ସବୁ ହାତ ତିଆରି ପାମ୍ପଡ଼। ପିଲା ଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଖାଇପାରିବେ। ବ୍ରହ୍ମପୁର ପ୍ରସିଦ୍ଧ ନମ୍ବର ୱାନ ହାତ ତିଆରି ରାଶି ପାମ୍ପଡ଼ ବିରି ଚୁନା, ରାଶି, ତେଲ, ହିଙ୍ଗୁ , ଲଙ୍କା ଗୁଣ୍ଡ, ଖାଇବା ସୋଡ଼ା,ଆଉ ଲୁଣ ଏ ସବୁ ମିଶେଇ କି ବନା ଯାଏ। ପଖାଳ ଭାତ କିମ୍ବା ଭାତ,ଡ଼ାଲମା ସହ ଏ ପାମ୍ପଡ଼ ପୁରା ଜମିବ ବା 👌। ବୋଲେ କିନ୍ଦି ନାଗିଓ ଯେ। ଖାଇକି ମନେ ପକେଇବେ ହେଲା । ଆଜି ହିଁ ଅର୍ଡ଼ର କରନ୍ତୁ।
Shipping cost is based on weight. Just add products to your cart and use the Shipping Calculator to see the shipping price.
We want you to be 100% satisfied with your purchase. Items can be returned or exchanged within 30 days of delivery.